जादुई गुफा की कहानी Jadui Cave in Oriya - Jadu Gumpha ଯାଦୁ ଗୁମ୍ଫା | Odia Fairy Tales New 2019 | Magical Cave Story in Odia | Odia Moral Stories | Odia Fairy tales l Panchatantra Stories in Odia #OdiaMoralStories #OdiaFairyTales #OdiaStory
Please LIKE, SHARE, SUBSCRIBE to our channel:
ଥରେ ଗୋଟେ ଲୋକ ତା ର ସ୍ତ୍ରୀ ଆଉ ଦୁଇ ପିଲା ସହିତ ରହୁଥିଲା। ତା ର ସ୍ତ୍ରୀର ନାମ ସୁଗୁଣା ଆଉ ଦୁଇ ପିଲାର ନାମ ଦିବ୍ୟ ଓ ଧ୍ରୁବ ଥିଲା। ସେମାନେ ଗୁପ୍ତ ଯାଗାକୁ ଯାଇ ତା ର ରହସ୍ୟ ଉନ୍ମଚୋନ କରିବା ତାଙ୍କର ମୁଖ୍ୟ କାମ ଥିଲା। ଥରେ ସେ ଜାଗା ବିଷୟରେ କିଛି ଜାଣିଲେ, ସେ ତାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରି ସେ ତା ର ସ୍ତ୍ରୀ କୁ ଦେଖିଲା ଏବଂ ସେ ସେଗୁଡିକ ଭାବି ଆକାରରେ ପ୍ରକାଶିତ କରୁଥିଲା।
ଦୁଇ ଦମ୍ପତି ଭଲ ବହି ପ୍ରକାଶନ କରି ବେସ୍ ଜଣାଶୁଣା ହୋଇଯାଇଥିଲେ। ସମସ୍ତେ ତାଙ୍କୁ ଜାଣିଥିଲେ ଆଉ ଏପରିକି ସେମାନେ ବହୁତ ପୁରଷ୍କାର ଓ ମାନପତ୍ର ମଧ୍ୟ ପାଇଥିଲେ। ଏଇଥି ପାଇଁ ସମସ୍ତେ ତାଙ୍କୁ ଓ ତାଙ୍କ ପରିବାର କୁ ସମ୍ମାନ ଦେଉଥିଲେ।
ଦିନେ ଈଶ୍ୱର ଲାଇବ୍ରେରି ରେ କିଛି ବହି ପଢିଲା ଓ ଯାଦୁ ଗୁମ୍ଫା ବିଷୟରେ ଯାଣିବାକୁ ପାଇଲା ଯାହା ତାଙ୍କରି ସହରରେ ଅବସ୍ଥିତ ଥିଲା। ସେ ତା ବିଷୟରେ ଜାଣିବା ପାଇଁ ଆଗ୍ରହି ହେଲେ ଆଉ ବିଳମ୍ବ ନକରି ସେ ତା ର ସ୍ତ୍ରୀ କୁ ଏକଥା କହିବା ପାଇଁ ଦୌଡିଲେ।
Thare gote loko tara stree aou dui pila sahita rahuthila. Tara stree ra naam Suguna aou dui pilara nam Diby O druba. Semane gupta jaga ku jai tara rahasya unmochana kariba tankara mukhya kama thila. Thare se jaga bisayare kichhi janile, se taku bistruta bhabare barnana kari se tara stree ku deithila ebong se segudika bahi akarare prakashita karuthila.
Dui dampati bhala bahi prakasana kari bes jana suna hoijaithile. Samaste tanku janithile aou epariki semane bahut puraskara o manapatra madhya paithile. Eithi pain samaste tanku o tanka paribara ku sammana deuthile.
Dine Eeshwar library re kichhi bahi padhila o jadu gumpha bisayare janibaku paila jaha tankari saharare abasthita thila. Se ta bisayare janiba pain agrahi hele aou bilamba na kari se tara stree ku ektha kahiba pain doudile. ...

0 Comments