ଏପରି କିଛି ଦେଖିବାକୁ ମିଳିଛି ଆଦିବାସି ଅଧ୍ୟୁସିତ କଳାହାଣ୍ଡିଜିଲ୍ଲା ଜୟପାଟଣା ବ୍ଲକ ଅଧିନସ୍ଥ ଜୟପାଟଣା ସରକାରୀ ଉଚ୍ଚ ବିଦ୍ୟାଳୟ ଖଲିଆଭଟା ଠାରେ। ଏହି ବିଦ୍ୟାଳୟର କୁନି କୁନି ଛାତ୍ର ମାନଙ୍କୁ ନିକଟସ୍ଥ ନଦୀ ପାଖରେ ଆମର ପ୍ରତିନିଧି ଦେଖିବାକୁ ପାଇଲେ ସେମାନଙ୍କୁ ଏପରି ବିପଦ ଶଙ୍କୁଳ ଅଞ୍ଚଳରେ ବୁଲିବାର କାରଣ ପଚାରିବାରୁ ସେମାନେ ବିଦ୍ୟାଳୟରେ ଦୀର୍ଘଦିନରୁ ପାଣି ପମ୍ପ ଖରାପ ହୋଇଥିବାରୁ ଶୈାଚପାଇଁ ନଦୀକୁ ଆସିଥିବା ଦର୍ଶାଇଥିଲେ । ଏହି ବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ ପାଇଁ ନିଜ ନିଜ ଘରକୁ ଯାଉଥିବା ପରୀଲକ୍ଷିତ ହୋଇଛି ଏ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମିଡିଆ ଆଗରେ କିଛିବି ପ୍ରକାଶ କରିବାକୁ ସହଯୋଗ କରିନଥିଲେ। ସ୍ଥାନିୟ ଜନସାଧାରଣ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ଜଣାଇଛନ୍ତି ।
0 Comments